04.06.2021: Titilagarh: ରାମନାଥ ସାଣ୍ଡ (Ramanath), ପେଷା ରେ ଜଣେ କଳାକାର, ମାଲେସିରା, ମୁରିବାହାଲ, ଟିଟିଲାଗଡ, ବଲାଙ୍ଗୀର । ପାଲା ଓ ଦଣ୍ଡ କରି ଦୁଇ ପଇସା ଅର୍ଜନ କରି ପରିବାର ଚଳୋଉ ଥିଲେ ହେଲେ ଏବେ କରୋନା ଆସିବା ପରଠୁ ସେ ନିଜର ଜୀବିକା ହରେଇ ବସିଛନ୍ତି । ପେଟ ପୋଷିବା ପାଇଁ ନିଜେ ଗୋଟିଏ ଗୀତ ଲେଖିଲେ କରୋନା ସଚେତନତା ଉପରେ ଓ ତାକୁ ଗାଁ ଗାଁ ଗାଇ ଭିକ ମାଗୁଛନ୍ତି । ଏଇ ଖବର ମାନସ ରଞ୍ଜନ ମହାନ୍ତି, OTV ଠୁ ପାଇଲା ପରେ ମାଏରା ଅନୁଷ୍ଠାନ ରାମନାଥ ଙ୍କୁ ସାହାଯ୍ୟ କରିବା ପାଇଁ ନିଶ୍ଚୟ ପ୍ରୟାସ କରିବ, ସେ କେମିତି ଭବିଷ୍ୟତ ରେ ଜଣେ ବଡ଼ କଳା କାର ହେଇ ପାରିବେ ତା ପାଇଁ ପ୍ରୟାସ ଜାରି ରହିବ ।
Very shortly we will support Ramanath and at the earliest.
https://www.facebook.com/otvkhabar/videos/780222509553802
Please support Ramanath