Respect Talents Umakanta Das (Blind Singer), Ravi Kumar (Lyrics, Music)

17.07.2021: Bhubaneswar: ଭାବ ପୂର୍ଣ ଭଜନ ମିଶୁ ମୋର ଦେହ ଶ୍ରୀକ୍ଷେତ୍ର ମାଟିରେ, ଆଜି ମାଏରା ଅନୁଷ୍ଠାନ ଭୁବନେଶ୍ବର ତରଫରୁ ଉମାକାନ୍ତ ଦାସ (Blind Singer) କଣ୍ଠ ଶିଳ୍ପୀ ଓ ରବି କୁମାର (Lyrics & Music) ଙ୍କୁ ସମ୍ମାନିତ କରାହେଲା l ଏକ ଛୋଟ ପ୍ରେମ ଭରା ଉପହାର ୪୦୦୦ ଟଙ୍କା ଦିଆହେଲା l ଆଗକୁ ଆହୁରି ସାହାଯ୍ୟ ର୍ ପ୍ରୟାସ ରହିବ l Special Thanks to Jayashree Dhal from whom we came to know about Umakanta & Ravi Kumar. — with Jayashree Dhal.

 

Leave a Reply

Your email address will not be published. Required fields are marked *