Support to daily wages lady and to her son

07.09.2021: Bhubaneswar: ଦିନ ମଜୁରିଆ, ହାତ ବର୍ତ୍ତମାନ ଭାଙ୍ଗି ଯାଇଛି, ସ୍ୱାମୀ କହୁଛି ମାଗି କି ଚଳ, ପୁଅ କହୁଛି ସାର ମତେ ସାର୍ଟ ପେଣ୍ଟ ଦେବେ, ମାଁ କହୁଛି ସାର ମତେ କିଛି ପଇସା ଦିଅନ୍ତୁ ଚଳିବା ପାଇଁ….. ଅନେକ ସମସ୍ୟା….ସମାଧାନ କିଛି ନାହିଁ…ଭଗବାନ ଙ୍କ ଭରସା…ମାଏରା ଅନୁଷ୍ଠାନ ଭୁବନେଶ୍ୱର ର ନଜ଼ର ପଡିଲା ପରେ କିଛି କପଡା ଓ କିଛି ଆର୍ଥିକ ସାହାଯ୍ୟ ଦିଆହେଲା ଓ ତାଙ୍କୁ କୁହାହେଲା ଆଗକୁ ମଧ୍ୟ ସାହାଯ୍ୟ ର ପ୍ରୟାସ ରହିବ । ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *