Ration Card & Bhatta Card Recovered and given to Surabhi Chhatria, Sonepur, Odisha

୭୬ତମ ସ୍ୱାଧୀନତା ଦିବସ ରେ ସୁରଭି ଛତ୍ରିଆ ଙ୍କୁ ନଅ ହଜାର ଟଙ୍କା ଦେଇ ବନ୍ଧା ପଡ଼ିଥିବା ତାଙ୍କର ଚାଉଳ କାର୍ଡ ଓ ଭତ୍ତା କାର୍ଡ ଫେରାଇ ଆଣି ତାଙ୍କୁ ଦେଲୁ, ତା ସାଙ୍ଗକୁ ଚଳିବା ପାଇଁ ଆଉ ଏକ ହଜାର ଟଙ୍କାର ଖାଦ୍ୟ ସାମଗ୍ରୀ ଦିଆହେଲା l ଆଗକୁ ଆହୁରି ସାହାଯ୍ୟ ର ପ୍ରାୟାସ ରହିବ !!!
Surabhi Chhatria, Deulpadar ( ଦେଉଳପଡ଼ାର ), Tehsil Name : Tarbha, District : Sonepur, State : Odisha Who lost her husband since long, two daughters, elder sister deaf and dumb and younger daughter tries to earn a little sometimes working in paddy field etc etc a way of life in which you have hardly enough food or money to live on. ଧନ୍ୟବାଦ୍ ଆମର ମାଏରା ଅନୁଷ୍ଠାନ ର ସଦସ୍ୟ ରୀନା ବାରିକ, ପାଟଣାଗଡ for supporting at site.

Leave a Reply

Your email address will not be published. Required fields are marked *