Uncategorized
WIFE and HUSBAND KITCHEN
WIFE HUSBAND KITCHEN Bomikhal, Bhubaneswar MENU Idli(5Nos)with Sambar Chatni – Rs.30/Plate Biri Wada (ବିରି ବରା) with Tamato Bata Chatni – Rs.5/Piece Masala Dosa with Sambar & Chatni – Rs.40 Khapra/Babra Pitha (2) with Tamato Bata Chatani/Alu Tarkari – Rs.20 Triangle… Read More »WIFE and HUSBAND KITCHEN
ପ୍ରଜ୍ଞା ପ୍ରୟାସ – SEPTEMBER 2023
Sukanti Naik, Balijori
ନୂଆଁ ଖାଈ
ବରଷ୍ କେ ଥରେ ଫିର୍ ଆଇସେ
ହାମର୍ ନୂଆଁ ଖାଇ ତିହାର୍ ,
ଛୋଟ ମନ୍ ଲା ମୋର୍ ଆଦର୍ ଆଉ
ବଡ଼ ମନ୍ ଲା ସୁକାନ୍ତୀ କେ ଜୁହାର୍ ||
ପଶ୍ଚିମ ଓଡ଼ିଶା କେ ବଡ଼କା
ପରବ୍ ଆଏ ନୂଆଁ ଖାଇ ,
ସହର୍ ନୁ ଘର୍ ମୁହାଁ ହେଥେଁ
କକା,ଦଦା,ମମା ଆଉ ଭାଈ ||
ଅଏରସା,ସିଞରୀ ,ଭଜିଆ ,
ସଙ୍ଗେ ଠେଠରୀ ଆଉ ବରା ,
ନୂଆଁ ଚାଉଳ କ୍ଷୀରି ମହକ୍ ଥି
ମହକ ଥେ ଆଏଜ୍ ପରା ଘରା ||
ରକମ୍ ରକମ୍ କେ ରୁଟି ପିଠା ଲେକେ
ଜମା ଟି ଯାକର୍ ଏକା ଠାନେ ହେବୋ ||
ଇଷ୍ଟ ଦେବୀ ନେ ନୂଆଁ ଚାଉଲ୍ ଅର୍ପଣ
କଏର୍ କେ ଆସ ସଭେ ନୂଆଁ ଖାବୋ ||
ମୁନୁଷ୍ ଜୀବନ୍ କେ ଠିକନା ନିନ
ଅଞେଇ ଦିନ୍ କେ ହାଟ୍ ,
ଯିଏ ଜେନେ ରହେଲେ ରହୁଁ
ବରଷେ ଥି ଥରେ ହେବୋ ଆସ
ନୂଆଁ ଖାଇ ଥି ଭେଟ୍ ଘାଟ୍ ||
ପରା ଘରା ଭାଈ ଭାଈ ଥି ରହେଲେ
ରହୁ ରାଗ୍, ଊଷା,କଲହ ଆଉ ଟେକ୍
ନୂଆଁ ଖାଇ କେ ନୂଆଁ ଅରନ୍ ସଙ୍ଗେ
ପଛ କେ ରାଗ୍ ସବୁ ଭୁଲାଏ କେ
ଆସ ସଭେ ହେବୋ ଏକ୍
ଆସ ସଭେ ହେବୋ ଏକ୍
ପ୍ରଜ୍ଞା ପ୍ରୟାସ – AUGUST 2023
ଭିକାରୀଚରଣ ଚୌଧୁରୀ, ଆକାଶବାଣୀ ଗୀତିକାର, ମସନିକାନୀ,ସୁନ୍ଦରଗଡ
ଶ୍ରାବଣୀ ଗାଊଛି ଗୀତ
ଶ୍ରାବଣୀ ଗାଊଛି ଗୀତ
ରିମ୍ ଝିମ୍ ସୁରେ
ବାରିଦ ଶୁଣେ ସେ ଗୀତ
ବସି ନିରୋଳା ରେ ।୦।
ସା ରେ ଗା ମା ସପ୍ତ ସୁରେ
ସାତ ରଙ୍ଗ ବୋଳି
ଶ୍ରାବଣୀ ଦେଉଛି ଜାଳି
ପ୍ରୀତି ର ଦୀପାଳି
ଅବଶ ତା ତନୁ ମନ
ବାରିଦ ପ୍ରେମ ରେ।୧।
ଶ୍ରାବଣୀ ଦେଉଛି ହସି
ବାରିଦ କୁ ଚାହି
ଅତୀତ ର ଧୂଳି ଖେଳ
ଭୁଲି ପାରେ ନାହି
ବିଜନେ ବାରିଦ ଭିଜେ
ଆଖିର ଲୁହ ରେ ।୨
Red Trouble! Tomato Price to Shoot All. Tomato Distribution to Slum Children on 20th August 2023
Tomato Price was very very high, some time Rs.250/kg…slowly slowly it came to Rs.60. Long Period Children had not eaten tomatoes so we distributed to children. farmers suffered a shock in March-April this year. The reason behind the rising tomato… Read More »Red Trouble! Tomato Price to Shoot All. Tomato Distribution to Slum Children on 20th August 2023
ପ୍ରଜ୍ଞା ପ୍ରୟାସ – JULY 2023
ଭିକାରୀଚରଣ ଚୌଧୁରୀ, ଆକାଶବାଣୀ ଗୀତିକାର, ମସନିକାନୀ,ସୁନ୍ଦରଗଡ
ବଞ୍ଚିଛି ସିନା ମୁ
ବଞ୍ଚିଛି ସିନା ମୁ ପାରୁନାହି ଜାଣି
କା ପାଇ ବଞ୍ଚିଛି ମୁହି
ଅବୋଧ ଅଗ୍ଯାନ ନାହି ବୁଦ୍ଧିଗ୍ଯାନ
ଜାଣିବା ଶକତି ନାହି ।୦।
ମନ ଖୋଜେ ଯାହା ମିଳେ ନାହି ତାହା
ଖୋଜିବା କେବଳ ସାର
କରମ ଆଦରି ବଞ୍ଚିବା ହୁଏ
ନାହି ଆନ ପ୍ରତିକାର
ଆସିଛି କେଉଠୁ ଯାଉଛି କାହୀ ମୁ
କିଛି ଜାଣି ପାରୁ ନାହି ।୧।
ଅନ୍ତସାର ଶୂନ୍ଯ ଅନ୍ତର ମୋହର
ଚ ଉଦିଗ ଅନ୍ଧକାର
ଆଲୋକ ସନ୍ଧାନ କରିବା ପାଇ କି
ବୁଦ୍ଧି ଅବା କାହି ମୋର
ହେ କରୁଣା ମୟ ଆଲୋକ ଦେଖାଅ
ସଟହଟା କରନାହି II
Odisha से आया महारी छोरियों के लिए Gift….
https://www.youtube.com/watch?v=c8NgBCPoxsw&t=221s Odisha से आया महारी छोरियों के लिए Gift, सोनी और मधु को ढेर सारा प्यार और सुभकामनाएं II Hisar II A Small token of love of Rs.2000 to Madhu Sharma & Sony of Hisar, Haryana. We Respect and Encourage… Read More »Odisha से आया महारी छोरियों के लिए Gift….
ପ୍ରଜ୍ଞା ପ୍ରୟାସ – JUNE 2023
ଗୌରାଙ୍ଗ ପଟେଲ, ଲଙ୍କାହୁଡା, ସୁନ୍ଦରଗଡ (ଓଡିଶା)
ବରାତ୍ ପାଟି
ହଇ ହୋ ବେଣ୍ଡ ପାର୍ଟି ବାଲେ . . . , ଜଲଖିଆ ଜୁଲଖି ସରଲା ତ . . .
ବଜାଅ ବଜାଅ, କଁପେଇ ଦିଅ ଘାଏ।
ଏ ରିଙ୍କି, ଚୀନୁ, ରୋଜି, ଏ ନନୀ ମନେ . . . ବାବୁଲା ଟିକେ ଟଚ୍ ଅପ୍ କରଦ ଗା . . .
– – – – – – – – – – –
ରେଡି କରଦ ବର୍ ବାବୁଲା
ଟିପି ଟିପି ଲବଙ୍ଗ କସି,
ସୁନ୍ଦରୁ ବାବୁଲା ଗାଡିଥି ବସା
ପରଘେନ୍ ଆରମ୍ଭ ହହି (୦)
ଜଗମଗା ଯାଥେ ରୋଡ୍ ରାସ୍ତା
ଦୁଲକଥେ ଖୋଏଲ୍ ଗଲି,
ଢୁଡୁମ୍ ଢୋ ଫୁଟଥେ ଫଟକା
ଦେଖ ଫୁଲଝରି କେ ଲଡି (୧)
ଛୁଆ ମାଏଝି ବୁଢ଼ୀ ବୁଢ଼ା
ଠିଆଡ୍ ହଇନେହେଁ ପିଁଢ଼ାଥି ,
ଗୁଟେ ନଜର୍ ଥି ବର୍ ବାବୁଲା
ଦେଖଥେନ୍ ଘଡିକେ ଘଡି (୨)
କନିଆଁଘର୍ କେ ବଜା ଗଜା
ସମଧି ଭେଟ୍ କେ ଲାଗି,
ଆସଥେଁ ଜାନକେ ଜୋସରେ ବଡା
ନାଚିନ୍ ହାମର୍ ପାଟି (୩)
ବାଜା ଯେନ୍ତା ଡାନ୍ସ୍ ହେନ୍ତା
ଅଘରୀଆ ଗାନା କେ ସୁର୍ ଥି ,
କନିଆଁ ଘର୍ କେ ଛତ୍ ନୁ ଏକା
ଟାହାଙ୍ଗଥେଁ ସୁନ୍ଦରୀ ସୁନ୍ଦରୀ ନନୀ (୪)
ବେଙ୍ଗାଲୁରିଆ ଡକି ପିଲା
ଲଭ୍ ମେରେଜ୍ ଉଁକର୍ କହତି,
ଇ ଗାଆଁକେ ଗଉଁଟିଆ ଘର୍ ଲା
ଆସିହାନ୍ ହାମ୍ ବରାତି (୫)
ଗାଁ ଗାଁ ବୁଲି ଚାଲନ୍ତୁ ଆଇସ୍କ୍ରିମ ବାଣ୍ଟିବା, ଖୁସି ବାଣ୍ଟିବା ଓ ଅନେକ କିଛି
28.05.2023: Ice Cream distribution at Pitagadia Village, Tulasideipur Village and Near by Nandankana. It is 27km from Bomikhal Bhubaneswar. We are associated with the village people since 2018. Having a good social life is an another blessing of poverty. Poor people get… Read More »ଗାଁ ଗାଁ ବୁଲି ଚାଲନ୍ତୁ ଆଇସ୍କ୍ରିମ ବାଣ୍ଟିବା, ଖୁସି ବାଣ୍ଟିବା ଓ ଅନେକ କିଛି
ପ୍ରଜ୍ଞା ପ୍ରୟାସ – APRIL 2023
ତୃପ୍ତି ନାଏକ, ସୁନ୍ଦରଗଡ଼,ଓଡ଼ିଶା ଚକାନୟନ୍ ଚକାନୟନ ଚକାନୟନ ଅଭିନନ୍ଦନ, ଚକାନୟନ ଚକାନୟନ ଅଭିନନ୍ଦନ। କେନେ ମଏଂ ଖୁଜହଁ ତଲା, ଯେ ହହି ସବୁଦିନ ତୋର ଦର୍ଶନ, ଏନ୍ତା ମଏଂ ଦିହଁ କାଲା, ଯେ ତଏଁ ହେବେ ମଲା ପ୍ରସନ୍ନ । ଚକାନୟନ ଚକାନୟନ ଅଭିନନ୍ଦନ । ଦୀୟା, ଅଗରବତୀ, ଧୁପ୍ ଜଳାହାଁ, ଲାଲଗନ୍ଧା ଫୁଲ୍, ଦୁବ୍ … Read More »ପ୍ରଜ୍ଞା ପ୍ରୟାସ – APRIL 2023
