Ration Card & Bhatta Card Recovered and given to Surabhi Chhatria, Sonepur, Odisha
୭୬ତମ ସ୍ୱାଧୀନତା ଦିବସ ରେ ସୁରଭି ଛତ୍ରିଆ ଙ୍କୁ ନଅ ହଜାର ଟଙ୍କା ଦେଇ ବନ୍ଧା ପଡ଼ିଥିବା ତାଙ୍କର ଚାଉଳ କାର୍ଡ ଓ ଭତ୍ତା କାର୍ଡ ଫେରାଇ ଆଣି ତାଙ୍କୁ ଦେଲୁ, ତା ସାଙ୍ଗକୁ ଚଳିବା ପାଇଁ ଆଉ ଏକ ହଜାର ଟଙ୍କାର ଖାଦ୍ୟ ସାମଗ୍ରୀ ଦିଆହେଲା l ଆଗକୁ ଆହୁରି ସାହାଯ୍ୟ ର ପ୍ରାୟାସ… Read More »Ration Card & Bhatta Card Recovered and given to Surabhi Chhatria, Sonepur, Odisha








